ତାଜା ଖବର
  • ସୁନ୍ଦରଗଡ଼ରେ ୨୦୧୭ରେ ପ୍ରେମିକକୁ ନିର୍ମମ ହତ୍ୟା : ପ୍ରେମିକାକୁ ୧୦ ବର୍ଷ ଜେଲ୍, ୫ ହଜାର ଜରିମାନା
  • ମାଲକାନଗିରି: ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ାସୁରକ୍ଷାରେ ମତଦାନ ଶେଷ; ନିୟୋଜିତ ଥିଲେ ୬୦ ହଜାର ସୁରକ୍ଷାକର୍ମୀ
  • ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ। ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି। ବାରିପଦାରେ ପାରା ୪୪.୨ ଡିଗ୍ରି।
  • ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ, ୬ରୁ ଅଧିକ ନିଖୋଜ।
  • ଅଜଣା ଗାଡ଼ି ଧକ୍କାରେ ମା’-ପୁଅ ମୃତ। ବାଲେଶ୍ବର ଜିଲ୍ଲା ରେମୁଣା ଥାନା ନୂଆଗାଁ ଛକରେ ସଡ଼କ ଦୁର୍ଘଟଣା। ମୃତକଙ୍କ ମିଳିନି ପରିଚୟ। ସ୍ଥାନୀୟ ଲୋକଙ୍କ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ।

ଫଟୋ ଗ୍ୟାଲେରି

ବହୁ ଚର୍ଚ୍ଚିତ ଖବର

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ନଅଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।